ଆଞ୍ଚଳିକ

ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

Spread the love

-ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି
-୨ ଦିନରେ ୧୮ ଜଣଙ୍କ ମୃତ୍ୟୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା
-୧୮ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ରିସିଭ୍ ଡେଥ୍ ଘୋଷଣା
-ସେମାନଙ୍କ ପୋଷ୍ଟମର୍ଟମ ହୋଇଛି, ସଂଧ୍ୟାରେ ରିପୋର୍ଟ ଆସିବ
-ବାକି ୧୦ ଜଣଙ୍କ ମଧ୍ୟରୁ ସରକାରୀ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ
-ଆଉ ୫ ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ

Leave a Reply

Your email address will not be published. Required fields are marked *