Uncategorized

ବିଷମକଟକ ବସଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ ବସରେ ଅଗ୍ନିକାଣ୍ଡ

Spread the love

ବିଷମକଟକ ବସଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ୪ ବସରେ ଅଗ୍ନିକାଣ୍ଡ । ଗୋଟିଏ ମାଲିକଙ୍କ ୪ଟି ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ଗରମ ଯୋଗୁଁ ବସରେ ନିଆଁ ଲାଗିଯାଇଥିବା ସୂଚନା ।

Leave a Reply

Your email address will not be published. Required fields are marked *