Politics

ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତରାୟ |

Spread the love

-ଖୋର୍ଦ୍ଧାରୁ BJPର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ଇସ୍ତଫା
-ଟିକେଟ୍ କଟିବା ପରେ ବିଜେପି ଛାଡ଼ିଲେ କାଳୁ
-ଖୋର୍ଦ୍ଧାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଲେ
-କାଳୁଙ୍କ ସହ ଇସ୍ତଫା ଦେଲେ ଶତାଧିକ ସମର୍ଥକ
-ସାମ୍ବାଦିକ ସମ୍ମିଳନୀ କରି କାଳୁ ଖଣ୍ଡାୟତରାୟଙ୍କ ସୂଚନା

Leave a Reply

Your email address will not be published. Required fields are marked *