Politics

ରାଜନୀତିରୁ ସନ୍ନ୍ୟାସ ନେଲେ ଭିକେ ପାଣ୍ଡିଆନ୍

Spread the love

-ରାଜନୀତିରୁ ସନ୍ନ୍ୟାସ ନେଲେ ଭିକେ ପାଣ୍ଡିଆନ୍
-ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ
-ବିଜେଡିର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ
-ଭିଡିଓ ବାର୍ତ୍ତ ଜରିଆରେ ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ
-ଏଥିସହ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ

-ନିର୍ବାଚନ ପରେ ଭିକେ ପାଣ୍ଡିଆନ୍‌ଙ୍କ ପ୍ରଥମ ପ୍ରତିକ୍ରିୟା
-ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି
-‘ସବୁବେଳେ ଲୋକଙ୍କ ପାଇଁ କାମ କରିଛି’
-‘୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଯୋଗ ଦେଇଥିଲି’
-ବିଜେଡିର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ୍
-ବିଜେଡିର ସମସ୍ତଙ୍କ ସମସ୍ୟଙ୍କୁ କ୍ଷମା ମାଗିଲେ ପାଣ୍ଡିଆନ୍
-‘ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରି ଅନେକ କିଛି ଶିଖିଛି’
-‘ନବୀନଙ୍କ ଭିଜ୍‌ନକୁ ପୁରା କରିବାକୁ ଉଦ୍ୟମ କରୁଥିଲି’
-‘ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ’
-‘ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି’
-‘ମୋ ପ୍ରଚାର ଯୋଗୁଁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ’
-‘ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ BJDରେ ମିଶିଥିଲି’
-‘ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ’

Leave a Reply

Your email address will not be published. Required fields are marked *