ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ IPU ଉପସଭାପତି
-ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ IPU ଉପସଭାପତି
-IPU କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା
-ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ଏକ୍ସରେ ଜଣାଇଲେ #Odisha
-ଗତ ମାର୍ଚ୍ଚରେ ଜେନିଭାରେ IPU ଆସେମ୍ବ୍ଲିରେ ଭାଗ ନେଇଥିଲେ
-ଏସିଆ ପାସିଫିକ୍ ଗ୍ରୁପ ସାଂସଦକୁ ନେଇ IPU- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ

