Politics ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ନୀଳଗିରିରୁ ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ । ବିଜେଡିରୁ ଟିକେଟ ନମିଳିବା ପରେ ସେ ଇସ୍ତଫା ଦେଇଥିଲେ । May 3, 2024 mos live Spread the loveନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ନୀଳଗିରିରୁ ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ । ବିଜେଡିରୁ ଟିକେଟ ନମିଳିବା ପରେ ସେ ଇସ୍ତଫା ଦେଇଥିଲେ ।