ଦେଶ ବିଦେଶ

ସୁପ୍ରିମକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ମାମଲାର ଶୁଣାଣି ଶେଷ

Spread the love

ସୁପ୍ରିମକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ମାମଲାର ଶୁଣାଣି ଶେଷ | ମାମଲାର ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ | ଆସନ୍ତା ୯ ତାରିଖରେ ପ୍ରକାଶ ପାଇପାରେ ରାୟ | ଗୁରୁବାର ପରବର୍ତ୍ତୀ ଶୁଣାଣି ପାଇଁ ଚାହୁଁଛି ED | ଅବକାରୀ ଦୁର୍ନୀତି ମାମଲାରେ ଜେଲରେ କେଜରିୱାଲ |

Leave a Reply

Your email address will not be published. Required fields are marked *