ଆଞ୍ଚଳିକ

କାଲି କଟକରେ ରୋଡ୍‌ ସୋ’ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Spread the love

-କାଲି କଟକରେ ରୋଡ୍‌ ସୋ’ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
-ଅପରାହ୍ନ ୪ଟାରୁ ରୋଡ୍‌ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା
-ଗୋପବନ୍ଧୁ ବାଗ୍‌ରୁ ଆରମ୍ଭ ହୋଇ ବକ୍ସିବଜାର ଦେଇ ରୋଡ୍‌ ସୋ
-ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର ଦେଇ ଯିବ
-ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର
-ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ରୋଡ୍‌ ସୋ’

Leave a Reply

Your email address will not be published. Required fields are marked *