Politics

ପ୍ରଚାର ବେଳେ ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ

Spread the love

ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମହାକୁଡ଼ଙ୍କୁ ଜୋତାମାଳ ପିନ୍ଧାଇଛନ୍ତି । ଗ୍ରାମବାସୀ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଁକୁ ଆସିବାକୁ ବାରଣ କରିଛନ୍ତି। ସେ ନିଜର ପ୍ରତିଶ୍ରୁତି ପୂରଣ କରି ନଥିବା ହେତୁ ସନାଙ୍କୁ ଲୋକଙ୍କ ‌‌ରୋଷର ଶିକାର ହେବାକୁ ପଡ଼ିଛି। ଲୋକେ ତାଙ୍କ ବେକରେ ଜୋତାମାଳ ପିନ୍ଧାଇଥିଲେ। ଗତକାଲି ରାତିରେ ପ୍ରଚାରବେଳେ ଏଭଳି ହଟାହଟା ହେବାକୁ ପଡ଼ିଛି ତାଙ୍କୁ ।

Leave a Reply

Your email address will not be published. Required fields are marked *