Uncategorized କାଲି ସକାଳେ ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ’ ; ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ May 15, 2024 mos live Spread the loveକାଲି ସକାଳେ ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ’ | ମାଉସୀ ମା’ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ | ଆଜି ଭୁବନେଶ୍ୱର ଆସିବେ, କାଲି ସକାଳେ ରୋଡ୍ ସୋ’ କରିବେ | ପରେ ଅପରାହ୍ନରେ ପଦ୍ମପୁର ଓ ସୁନ୍ଦରଗଡ଼ରେ ସଭା କରିବେ ନଡ୍ଡା |