Politics ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଷ୍ଟାର ପ୍ରଚାରକ ସ୍ମୃତି ଇରାନୀ May 24, 2024 mos live Spread the loveଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଷ୍ଟାର ପ୍ରଚାରକ ସ୍ମୃତି ଇରାନୀ | ପାରାଦୀପର କୁଜଙ୍ଗ, କେନ୍ଦ୍ରାପଡ଼ାର ଆଳି ଓ ବାଲେଶ୍ବରର ରେମୁଣାରେ ପ୍ରଚାର କରିବେ | ସୁଭଦ୍ରା ଯୋଜନାର ଉପକାରିତା ବୁଝାଇବେ କେନ୍ଦ୍ରମନ୍ତ୍ରୀ | ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା |