Politicsରାଜ୍ୟ

ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି ; ରାଜ୍ୟରେ ୧୬୮ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି

Spread the love

ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି

-ରାଜ୍ୟରେ ୧୬୮ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି
-୧୪୭ଟି ବିଧାନସଭା ଆସନ ପାଇଁ ୧୪୭ଟି କେନ୍ଦ୍ର
-୨୧ଟି ଲୋକସଭା ଆସନ ପାଇଁ ୨୧ଟି ଗଣତି କେନ୍ଦ୍ର
-୬୯ଟି ସ୍ଥାନରେ କଡ଼ା ସୁରକ୍ଷା ଭିତରେ ରହିଛି EVM
-EVMକୁ ସୁରକ୍ଷିତ ରଖିବାକୁ ୨ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Leave a Reply

Your email address will not be published. Required fields are marked *