Uncategorized ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେବେ ନୂଆ ସ୍ଥଳସେନା ମୁଖ୍ୟ । June 12, 2024 mos live Spread the loveଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେବେ ନୂଆ ସ୍ଥଳସେନା ମୁଖ୍ୟ । କେନ୍ଦ୍ର ସରକାର ଆଜି ଦ୍ବିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଦ୍ବିବେଦୀ ଏବେ ସ୍ଥଳସେନାର ଉପମୁଖ୍ୟ ଥିବାବେଳେ ଆସନ୍ତା ଜୁନ୍ ୩୦ ତାରିଖରୁ ସେ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।