ରାଜ୍ୟ

ଆଜି ଆନ୍ଧ୍ର ଓ ଓଡ଼ିଶାରେ ମେଗା ଶପଥ ଗ୍ରହଣ ଉତ୍ସବ ; ଦୁଇଟିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

-ଆନ୍ଧ୍ର ଓ ଓଡ଼ିଶାରେ ଆଜି ମେଗା ଶପଥ ଗ୍ରହଣ ଉତ୍ସବ
-ଆଜି ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ
-ଦୁଇଟିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ
-ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ସକାଳ ୧୧.୨୭ ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ
-ସନ୍ଧ୍ୟାରେ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ

Leave a Reply

Your email address will not be published. Required fields are marked *