ରାଜ୍ୟ

ଇଟାଭାଟିରେ ଯୁବକଙ୍କୁ ହତ୍ୟା

Spread the love

ରାଇଘର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମଡର୍ଣ୍ଣ ସ୍କୂଲ ସମ୍ମୁଖରେ ଥିବା ଏକ ଇଟାଭାଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି l ଯୁବକ ଜଣକ ଗଞ୍ଜାପାରା ପଂଚାୟତ ମାଡ଼ଗାଁର ପବିତ୍ର ହରିଜନ (୩୨) ବୋଲି ଜଣାପଡ଼ିଛି l ମୃତ ଯୁବକଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳା ଯାଇଥିବା ବେଳେ ପାର୍ଶ୍ଵ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *