ବାରବାଟୀରେ ହେବ ଭାରତ-ଇଂଲଣ୍ଡ ୱାନ୍ଡେ ମ୍ୟାଚ୍ ; ୨୦୨୫ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍
-ବାରବାଟୀରେ ହେବ ଭାରତ-ଇଂଲଣ୍ଡ ୱାନ୍ଡେ ମ୍ୟାଚ୍
-୨୦୨୫ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍
-ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ
-ପ୍ରଥମ ମ୍ୟାଚ୍ ନାଗପୁର, ୨ୟ କଟକ, ୩ୟ ମ୍ୟାଚ୍ ଅହମ୍ମଦାବାଦରେ ହେବ
-ପ୍ରାୟ ୫ ବର୍ଷ ପରେ ବାରବାଟୀକୁ ଫେରିଛି ୱାନ୍ ଡେ ମ୍ୟାଚ୍
-ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା
