ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
-ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
-ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
-ନବନିର୍ବାଚିତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
-‘ବିଶ୍ବର ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା ସୁରୁଖୁରୁରେ ସରିଛି’
-‘ଜାମ୍ମୁ ଓ କାଶ୍ମୀରରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି’
-‘ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି’
-ଭାରତ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି: ରାଷ୍ଟ୍ରପତି
-‘୧୦ ବର୍ଷ ଭିତରେ ୧୧ତମ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଞ୍ଚିଛି’
-‘ଏବେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ହେବାର ଲକ୍ଷ୍ୟ ଅଛି’
-‘ମୋ ସରକାର ଆରମ୍ଭରୁ ଧାନର MSP ବୃଦ୍ଧି କରିଛନ୍ତି’
-‘ଚାଷୀଙ୍କ ଖାତାକୁ କିଶାନ ବିକାଶ ଟଙ୍କା ପଠାଯାଇଛି’
-‘ପର୍ଫମ, ରିଫର୍ମ ଓ ଟ୍ରାନ୍ସଫର୍ମେସନରେ ସରକାରଙ୍କ ଫୋକସ’
-‘ପ୍ରତିରକ୍ଷା କ୍ଷେତ୍ରରେ ମୋ ସରକାର ଅନେକ ରିଫର୍ମ ଆଣିଛି’
-‘ଭାରତରୁ ଫିଲିଫାଇନ୍ସ ତେଜସ୍ ଏୟାରକ୍ରାଫ୍ଟ କ୍ରୟ କରୁଛି’
-‘ମୋ ସରକାର ଯବାନଙ୍କ ହିତ ପାଇଁ ମଧ୍ୟ କାର୍ଯ୍ୟ କରୁଛି’
-‘ସହିଦ ଯବାନଙ୍କ ପାଇଁ ୱାର ମେମୋରିଆଲ ନିର୍ମାଣ ହୋଇଛି’
-‘ୟୁପି ଓ ତାମିଲନାଡ଼ୁରେ ଡିଫେନ୍ସ କରଡର ନିର୍ମାଣ ଚାଲିଛି’
-‘ପେପର ଲିକ୍କୁ ରୋକିବାକୁ ସରକାର ଆଇନ ଆଣିଛନ୍ତି’
-‘ପେପର ଲିକ୍ର ନିରପେକ୍ଷ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି’
-‘ଅନେକ ରାଜ୍ୟରୁ ପେପର ଲିକ୍ ଖବର ସାମ୍ନାକୁ ଆସିଛି’
-ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ୍
-‘ନାଳନ୍ଦା ବିଶ୍ବବିଦ୍ୟାଳୟର ପୁନଃ ନିର୍ମାଣ କରାଯାଇଛି’
-‘ନାଳନ୍ଦା ଗୌରବାନ୍ବିତ ଇତିହାସକୁ ପୁନଃଜୀବିତ କରିବ’

