ବ୍ୟକ୍ତିତ୍ୱ

ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଶୁଣାଣି । ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଦିନ ୧୨ଟା ପଞ୍ଜୀକରଣ। ଆଗ୍ରହୀ ବ୍ୟକ୍ତି ଉକ୍ତ ସ୍ଥାନରେ ଉପସ୍ଥିତ ରହି ନିଜ କରାଇ ପାରିବେ ପଞ୍ଜୀକରଣ ।

Spread the love

Leave a Reply

Your email address will not be published. Required fields are marked *