Uncategorized

ଭୁବନେଶ୍ୱରରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ “କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ” ଉନ୍ମୋଚନ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୁଣା ଏବଂ ପ୍ରାସଙ୍ଗିକ ଓଡ଼ିଆ ପୁସ୍ତକକୁ ବିଶ୍ୱ ଦରବାରରେ ଲୋକାଦୃତ କରାଇବା ଉପରେ ଜୋରଦେଲେ ଧର୍ମେନ୍ଦ୍ର ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *