କ୍ରୀଡା

ପ୍ୟାରିସ ଅଲିମ୍ପିକ୍ସ: ଭିନେଶ ଫୋଗଟ୍‌ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ

Spread the love

-ପ୍ୟାରିସ ଅଲିମ୍ପିକ୍ସ: ଭିନେଶ ଫୋଗଟ୍‌ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ
-ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍‌କ୍ୱାଲିଫାଏଡ୍‌ ସୂଚନା
-୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନ ହୋଇଥିବା ସୂଚନା
-୧୦୦ ଗ୍ରାମ ଅଧିକ ହେବାରୁ ଅଯୋଗ୍ୟ ଘୋଷିତ
-କୁସ୍ତି; ୫୦ କେଜି ବର୍ଗରେ ଫାଇନାଲ ଯାଇଥିଲେ
-ଅଲିମ୍ପିକ୍ସ କୁସ୍ତିରେ ଭାରତର ପଦକ ସୁନିଶ୍ଚିତ ଥିଲା
-ଆଜି ରାତିରେ ଫାଇନାଲ ଖେଳିଥାନ୍ତେ ଭିନେଶ
-ଅଯୋଗ୍ୟ ଘୋଷଣା ନେଇ IOA ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *