Uncategorized ଆଜି ଚାନ୍ଦିପୁର LC ୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ July 24, 2024 mos live Spread the love-ଆଜି ଚାନ୍ଦିପୁର LC ୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ -୩ କିମି ପରିଧି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର -୧୦ଟି ଗାଁର ୧୦,୫୮୧ଜଣ ଲୋକଙ୍କୁ ସ୍ଥାନାନ୍ତର -ସ୍ଥାନାନ୍ତର କରାଯାଇ ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବ -ଏନେଇ ଆଇଟିଆର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି