ରାଜ୍ୟ

ଗଣେଶ ମେଢ ଭସାଣକୁ ନେଇ ଜନତା-ପୋଲିସ ମୁହାଁମୁହିଁ !

Spread the love

ଗଣେଶ ମେଢ ଭସାଣକୁ ନେଇ ଜନତା-ପୋଲିସ ମୁହାଁମୁହିଁ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଭସାଣ ଚାଲିଥିବା ବେଳେ ପୋଲିସ ବିରୋଧ କରିବାରୁ ଘଟିଛି ଲଙ୍କାକାଣ୍ଡ । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଖଣ୍ଡାସ ଛକ ନିକଟରେ ଘଟଣା । ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ଟାୟାର ଜାଳି ବରୁହା-ବ୍ରହ୍ମବରଦା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ

Leave a Reply

Your email address will not be published. Required fields are marked *