ରାଜ୍ୟ

୧୫ରୁ ରାଜ୍ୟରେ ବଢିବ ଶୀତ

Spread the love

ଧୀରେ ଧୀରେ ଆସୁଛି ଶୀତ । ୨ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ଯାଏ କମିବାର ସମ୍ଭାବନା ରହିଛି । ତାପମାତ୍ରା ଖସିବା ସହ ରାଜ୍ୟରେ ବଢ଼ିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଓ ପରେ ଅନ୍ୟ ଅଂଚଳରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *