ରାଜ୍ୟ

ନୂଆବର୍ଷ ଆରମ୍ଭରୁ ଅଘଟଣ: ଜିରୋ ନାଇଟରେ ଗୁଳିକାଣ୍ଡ

Spread the love

ଖଲ୍ଲିକୋଟରେ ଜିରୋ ନାଇଟରେ ଗୁଳିକାଣ୍ଡ । ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ ଗୁଳିକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ୪ ଗୁରୁତରଙ୍କୁ ବ୍ରହ୍ମପୁର ଥାନା ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁସାରେ ଜିରୋନାଇଟ୍ ବେଳେ ୪ ଜଣ ଯୁବକ ଗୁଳି ଫୁଟାଇବା ସହ ଛୁରୀରେ ଆହତଙ୍କ ଉପରକୁ ହୋଇଥିଲା ଆକ୍ରମଣ । ତେବେ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା କରୁଥିବାବେଳେ ଘଟଣାର ତଦନ୍ତ ଜାରି ।

Leave a Reply

Your email address will not be published. Required fields are marked *