ଦେଶ ବିଦେଶ

ଚିଲିରେ ଶକ୍ତିଶାଳୀ ଭୂମିକମ୍ପ

Spread the love

ଦକ୍ଷିଣ ଆମେରିକୀୟ ଦେଶରେ ୬.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଚିଲିର ସ୍ଥାନୀୟ ସମୟ ଅନୁସାରେ, ଡିସେମ୍ବର ୨ ଗୁରୁବାର ସନ୍ଧ୍ୟାରେ ଏଠାରେ ବଡ଼ ଧରଣର ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି ।ତେବେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସି ନାହିଁ । ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ତୀବ୍ରତାର ଭୂମିକମ୍ପ କେବଳ ଚିଲିରେ ହିଁ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *