ରାଜ୍ୟ

କୋଣାର୍କ ଯିବା ବାଟରେ ତଳକୁ ଖସି ଜଳିଗଲା କାର୍

Spread the love

ଖୋର୍ଦ୍ଧା ମୁକ୍ତାପୁର ଅଞ୍ଚଳର ୪ ଜଣ ସାଙ୍ଗ କୋଣାର୍କ ବୁଲି ଯାଉଥିଲେ । ଏହି ସମୟରେ ଲୋଟସ ଛକ ନିକଟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିଲା । କାରକୁ ହାଇୱା ଧକ୍କା ଦେବାରୁ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା । ଗାଡିରେ ଥିବା ୪ ଜଣଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗରୁତର ହେବାରୁ ପରେ ସମସ୍ତଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *