odisha

ଉତ୍କର୍ଷ ଓଡ଼ିଶାରେ ଡ଼ ବିପିନ ବିହାରୀ ମିଶ୍ର ଙ୍କ ଯୋଗଦାନ |

Spread the love

ମେକ ଇନ ଓଡିଶା 2025 | ଉତ୍କର୍ଷ ଓଡିଶା 3 ଦିନ ଧରି କାର୍ଯ୍ୟକ୍ରମ ହୋଇଚାଲୁଅଛି | ଦେଶ ବିଦେଶରୁ ବହୁ ସଂଖ୍ୟାରେ ଇନଭେଷ୍ଟର , ପଲିଟିକାଲ ଲିଡର , ବିଜନେସନାଲ ଟାଇ କୁନ ,ଏଥିରେ ଯୋଗ ଦେଇଥିଲେ |ଏହି କନକ୍ଳେଭ ରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ଉପରେ ଆଲୋଚନା ହୋଇଛି |

ଓଡିଶାରୁ କେତେ ପୁଞ୍ଜି ଆସିବ, କେତେ ଶିଳ୍ପ ପ୍ରତିଷ୍ଠା ହେବ ତା ଉପରେ ଆଲୋଚନା ହୋଇଛି |ଦେଶର ଦ୍ରୁତ ପ୍ରଗତି କେବଳ କଞ୍ଚାମାଲ ରପ୍ତାନି ଉପରେ ନିର୍ଭର କରିବା ନାହିଁ ସେଥିପାଇଁ ସମସ୍ତ ଇକୋ ସିଷ୍ଟମକୁ ଏକ ନୂତନ ଦୃଷ୍ଟି କୋଣରେ ରୂପାନ୍ତରିତ କରାଯାଇଛି |

ଏହି କାର୍ଯ୍ୟକ୍ରମରେ ଆସିଥିବା ବିଜନେସମ୍ୟାନ ମାନଙ୍କ ମଧ୍ୟରେ ଶିବାନୀ ରେସୋର୍ଶେଷ ପ୍ରାଇଭେଟ ଲିମିଟେଡ଼ର ଡ଼ ବିପିନ ବିହାରୀ ମିଶ୍ର ଏଥିରେ ଯୋଗ ଦେଇଥିଲେ |ଯୁବପିଢ଼ିମାନେ କିପରି ନିଜର ଷ୍ଟାର୍ଟଅପ ଜିନିଷକୁ ଓଡିଶା ବାହାରେ ଇନଭେଷ୍ଟର ମାନଙ୍କ ପାଖରୁ ପୁଞ୍ଜି ନିବେଶ କରାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ

 

Leave a Reply

Your email address will not be published. Required fields are marked *