ନ୍ୟୁଜିଲାଣ୍ଡ ରେ ଭୟଙ୍କର ଭୂକମ୍ପ
ନ୍ୟୁଜିଲାଣ୍ଡ ରେ ୬ ଦଶମିକ ୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀର ପର୍ଯ୍ୟନ୍ତ ଭକମ୍ପର ଝଟକା ଅନୁଭୂତ ହୋଇଛି । ଝଟକା ପରେ ଲୋକେ ଭୟରେ ଘରୁ ବାହାରାକୁ ଚାଲିଆସିଥିଲେ । ତେବେ ଜୀବନହାନୀ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଆସନ୍ତା ଏକ ଘଣ୍ଟା ପର୍ଯ୍ୟନ୍ତ ସୁନାମି ସତର୍କତା ନଥିବା ନ୍ୟୁଜିଲାଣ୍ଡ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

