odisha

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Spread the love

ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଆସନ୍ତାକାଲି ରେଭେନ୍ସା ବିଶ୍ବବିଦ୍ୟାଳୟରେ ରହିଛି କାର୍ଯ୍ୟକ୍ରମ । ଟ୍ବିନସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Leave a Reply

Your email address will not be published. Required fields are marked *