Politicsରାଜ୍ୟ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ; ଆଜିଠୁ ନାମାଙ୍କନ ଦାଖଲ

Spread the love

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ; ଆଜିଠୁ ନାମାଙ୍କନ ଦାଖଲ

-ବିଜ୍ଞପ୍ତି ପ୍ରକାଶ ସହ ଆରମ୍ଭ ହେବ ନାମାଙ୍କନ ଦାଖଲ
-୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ
-୨୬ରେ ନାମାଙ୍କନ ପତ୍ର ଯାଞ୍ଚ
-୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ
-ମେ ୧୩ରେ ଭୋଟ୍ ଗ୍ରହଣ
୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ମତଦାନ
-କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁରରେ ଭୋଟିଂ

Leave a Reply

Your email address will not be published. Required fields are marked *