ଦେଶ ବିଦେଶ ଦିଲ୍ଲୀ ହାଇକୋର୍ଟରୁ କେଜରିଓ୍ବାଲଙ୍କୁ ବଡ଼ ଝଟ୍କା ; ତଳକୋର୍ଟ ରାୟ ଉପରେ ଲାଗିଲା ରୋକ୍ June 25, 2024 mos live Spread the love-ଦିଲ୍ଲୀ ହାଇକୋର୍ଟରୁ କେଜରିଓ୍ବାଲଙ୍କୁ ବଡ଼ ଝଟ୍କା -ତଳକୋର୍ଟ ରାୟ ଉପରେ ଲାଗିଲା ରୋକ୍ -ଅବକାରୀ ଦୁର୍ନୀତି ମାମଲାରେ ମିଳିଥିଲା ଜାମିନ୍ -ବର୍ତ୍ତମାନ ତିହାର ଜେଲ୍ରେ ରହିବେ କେଜରିଓ୍ବାଲ -ଆସନ୍ତାକାଲି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି