ଦେଶ ବିଦେଶ

୪ଟି ଦେଶକୁ ଭୂକମ୍ପ ଝଟକା

Spread the love

ତିନି ଘଣ୍ଟା ମଧ୍ୟରେ ଭାରତ, ନେପାଳ, ତିବ୍ଦତ ଏବଂ ପାକିସ୍ତାନର ଅନେକ ଅଞ୍ଚଳରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭାରତରେ ଭୋର ଭୋର ଭୂକମ୍ପ ଝଟକା ଲାଗିଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୫ ।ନେପାଳର ବାଗମାଟି ପ୍ରଦେଶରେ ରାତି ପ୍ରାୟ ୨.୩୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ପାକିସ୍ତାନରେ ବି ଭୂକମ୍ପ ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ପାକିସ୍ତାନ ଭୂକମ୍ପର ତୀବ୍ରତା ରହିଛି ୪.୫ ।

Leave a Reply

Your email address will not be published. Required fields are marked *