ରାଜ୍ୟ

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଜି ମିଳିବ ହଜାରେ ଟଙ୍କା | ଜୀବିକା ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପରିବାର ପିଛା ହଜାରେ ଟଙ୍କା ପ୍ରଦାନ କରାଯିବ, ରାଜ୍ୟରେ ୯୬ ଲକ୍ଷ ପରିବାରକୁ ମିଳିବ ସହାୟତା | ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ମିଳିବ ସହାୟତ ରାଶି |

Spread the love

Leave a Reply

Your email address will not be published. Required fields are marked *