ଦେଶ ବିଦେଶ ଆଜି ଲୋକାର୍ପଣ ହେବ ବ୍ରହ୍ମପୁର ଆଇଜର କ୍ୟାମ୍ପସ ; VCରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି | ବ୍ରହ୍ମପୁର ଉପକଣ୍ଠ ଲଉଡ଼ିଗାଁରେ ରହିଛି କ୍ୟାମ୍ପସ | ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ୧୫ କୋଠା | ଉତ୍ସବରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | February 20, 2024 mos live Spread the loveଆଜି ଲୋକାର୍ପଣ ହେବ ବ୍ରହ୍ମପୁର ଆଇଜର କ୍ୟାମ୍ପସ ; VCରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି | ବ୍ରହ୍ମପୁର ଉପକଣ୍ଠ ଲଉଡ଼ିଗାଁରେ ରହିଛି କ୍ୟାମ୍ପସ | ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ୧୫ କୋଠା | ଉତ୍ସବରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |