ଶିକ୍ଷା

ଆଜିଠୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ

Spread the love

ଆଜିଠୁ ରାଜ୍ୟରେ ମାଟ୍ରିକ ପରୀକ୍ଷା | ମାର୍ଚ୍ଚ ୪ ତାରିଖ ଯାଏ ଚାଲିବ ପରୀକ୍ଷା | ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ | ୩୦୪୭ ପରୀକ୍ଷା କେନ୍ଦ୍ରରେ ଲାଗିଛି AI ଭିତ୍ତିକ କ୍ୟାମେରା | କମାଣ୍ଡ କଣ୍ଟ୍ରୋଲ ରୁମରୁ ନଜର ରଖିବେ ବୋର୍ଡ କର୍ତ୍ତୃପକ୍ଷ |

Leave a Reply

Your email address will not be published. Required fields are marked *