ରାଜ୍ୟ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମଦ୍ବାର July 24, 2023 admin Spread the loveପୁରୀବାସୀଙ୍କ ଚେତାବନୀ ପରେ ଖୋଲିଲା ପଶ୍ଚିମ ଦ୍ବାର। ଆଜିଠାରୁ କେବଳ ପୁରୀବାସୀଙ୍କ ପାଇଁ ପଶ୍ଚିମଦ୍ବାର ଖୋଲା ଯାଇଛି। ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରୁଛନ୍ତି ପୁରୀବାସୀ। ସିଂହଦ୍ୱାର ଓ ପଶ୍ଚିମଦ୍ବାର ଦେଇ ଭକ୍ତ ମାନେ ମନ୍ଦିର ପ୍ରବେଶ କରୁଛନ୍ତି।