CRIME

ରାଜଧାନୀରେ ଯୁବତୀକୁ ଅପହରଣ ଉଦ୍ୟମ !

Spread the love

 ଭୁବନେଶ୍ୱର : ରାଜଧାନୀରେ ଯୁବତୀକୁ ଅପହରଣ ଉଦ୍ୟମ ।  ଚଳନ୍ତା ଅଟୋରେ ଅସଦାଚରଣ କରି ଅପହରଣ ଉଦ୍ୟମ।  ମୁହଁରେ ରୁମାଲ୍ ପକାଇ ଉଦ୍ୟମ ବେଳେ ଡେଇଁ ପଡ଼ିଲେ ଯୁବତୀ। ଆହାତ ଅବସ୍ଥାରେ ପରିବାର ଲୋକ ଉଧାର ପରେ ହସ୍ପିଟାଲରେ ଚିକିତ୍ସିତ ।

ଏନେଇ ନୟାପଲ୍ଲୀ ଥାନାରେ ଯୁବତୀଙ୍କ ନାନୀ ଆଣିଛନ୍ତି ଅଭିଯୋଗ‌ ।  ଅଭିଯୋଗ ଆଧାରରେ ଯୁବତୀକୁ ଯୋଗାଯୋଗ କରି ପଚରାଉଚରା କରୁଛି ପୋଲିସ । ନୟାପଲ୍ଲୀ ଥାନାରେ ଲିଖିତ ଜଣାଇଛନ୍ତି । ଗତ କାଲି ସନ୍ଧ୍ୟା ସମୟରେ ।

ଏକ ଅଟୋରେ ଜଣେ ମହିଳା ବସିଥିଲେ। ଆଗରେ ଅଟୋ ଚାଳକ ଗାଡି ଚଲାଉଥିଲେ।  ପଛରେ କିଛି କୋଦାଳ ଓ ଶାବଳ ରହିଥିଲା । ତେବେ ଏନେଇ ଯୁବତୀ ଜଣଙ୍କ ବିସିଥିବା ବେଳେ ତାଙ୍କ ସହ ଏପରି କିଛି ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଥାନରେ ପୋଲିସ ରିପୋର୍ଟ ରଖି ତନାଘନା କରୁଛି ।

Leave a Reply

Your email address will not be published. Required fields are marked *