ମଧୁମେହ ପରି ରୋଗରୁ ମୁକ୍ତି ଦେଇଥାଏ ଭିଟାମିନ ପି
ଶରୀର ପାଇଁ ଲାଭଦାୟକ ହୋଇଥାଏ ଭିଟାମିନ ପି। ଅନ୍ୟ ଭିଟାମିନ୍ ଏ, ବି, ସି, ଡି, ଇ ଏବଂ କେ ପରି ଏହା ମଧ୍ୟ ଲାଭଦାୟକ। ତେବେ ଆପଣ ଆଗରୁ ଭିଟାମିନ ପି ବିଷୟରେ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଶୁଣିରଖନ୍ତୁ ଭିଟାମିନ ପି ବିଷୟରେ କିଛି ଅଜଣା କଥା। ତେବେ ଆପଣ ଆଗରୁ ଭିଟାମିନ ପି ବିଷୟରେ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଶୁଣିରଖନ୍ତୁ ଭିଟାମିନ ପି ବିଷୟରେ କିଛି ଅଜଣା କଥା।ବିଭିନ୍ନ ଫଳ, ପନିପରିବା ଏବଂ ପତ୍ର ଯୁକ୍ତ ଖାଦ୍ୟ ପଦାର୍ଥରେ ରୁଟିନ, ହେସପେରିଡିନ ଏବଂ କ୍ୱେରେସିଟିନ୍ ପରି ବାୟୋଫ୍ଲୋନାଏଏଡ୍ ମିଳିଥାଏ। ଏହା ଶରୀରକୁ ଅପାର ଲାଭ ଯୋଗାଇଥାଏ ବୋଲି ବିଶ୍ୱାସ କରାଯାଏ। ଶରୀରକୁ ରୋଗର ବିପଦରୁ ରକ୍ଷା କରିବା ପାଇଁ ଅନେକ ପୁଷ୍ଟିକର ଖାଦ୍ୟ ଆବଶ୍ୟକ। ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ପାଇବା ପାଇଁ ଲୋକମାନେ ବିଭିନ୍ନ ଫଳ ଏବଂ ପନିପରିବା ଖାଆନ୍ତି। ବାୟୋଫ୍ଲାଭୋନାଏଡରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳିଥାଏ।
ଉନ୍ନତ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆଣ୍ଟିଅକ୍ସିଡାଣ୍ଟ କାମ କରେ। ଏଗୁଡିକ ମଧୁମେହ, ହୃଦ ରୋଗ ଏବଂ କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ହ୍ରାସ କରିପାରେ। କେତେକ ବାୟୋଫ୍ଲୋନାଏଏଡ୍ର ମଧ୍ୟ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି। ବାୟୋଫ୍ଲାଭୋନାଏଡରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବଂ ଶରୀରକୁ ସଂକ୍ରମଣ ଏବଂ ଗୁରୁତର ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

