ଦେଶ ବିଦେଶ

ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ

Spread the love

ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ | ଏଣିକି ୨୩ ଅଗଷ୍ଟ ଦିନ ଜାତୀୟ ମହାକାଶ ଦିବସ ଭାବେ ପାଳନ ହେବ | ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିଛି, ସେହି ସ୍ଥାନକୁ ପ୍ରଧାନମନ୍ତ୍ରୀ ‘ଶିବଶକ୍ତି’ ଭାବେ ନାମକରଣ କରିଛନ୍ତି ।

ଚନ୍ଦ୍ରଯାନ-୨ ଓହ୍ଲାଇଥିବା ପଦଚିହ୍ନ ସ୍ଥାନକୁ ‘ତ୍ରିରଙ୍ଗା’ ନାଁରେ ନାମକରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *