ରାଜ୍ୟ ଅକ୍ଟୋବର ୧୫ ତାରିଖରେ ହେବ ଓଡ଼ିଶା ଲୋକସେବା ଆୟୋଗ ପ୍ରିଲିମ୍ ପରୀକ୍ଷା August 29, 2023 mos live Spread the loveଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୨ ତାରିଖ ଘୋଷଣା | ଅକ୍ଟୋବର ୧୫ ତାରିଖ ରବିବାର ଦିନ ପ୍ରିଲିମ୍ ପରୀକ୍ଷା ହେବା ନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ