ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ର ଚେୟାରମ୍ୟାନ ଡ଼ ବିପିନ ବିହାରୀ ମିଶ୍ର
ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ର ଚେୟାରମ୍ୟାନ ଡ଼ ବିପିନ ବିହାରୀ ମିଶ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ର ୧୭ ତମ ବାର୍ଷିକ ଉତ୍ସବ ସାଙ୍ଗରେ ପ୍ରକାଶିତ ହୋଇଥିବା ” ଅକ୍ଷୟ ଶକ୍ତି ” ର ପୁସ୍ତକ ପ୍ରଦାନ କରିଥିଲେ , ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ |ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶୃତି ଦେଇ କହିଥିଲେ ଯେ ଆଗାମୀ ଦିନରେ ସମାଜସେବା କେଉଁଭଳି ଭାବେ ବଢ଼ିପାରିବ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ କିପରି ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବ ଏବଂ ବାହାରେ ରହୁଥିବା କ୍ୟାନ୍ସର ଲୋକମାନଙ୍କୁ ଯେଉଁଭଳି ଭାବେ ସୁବିଧା ସୁଯୋଗ ଦିଆଯାଇପାରୁଛି ସେହିଭଳି ଓଡ଼ିଶାରେ ମଧ୍ୟ କେମିତି ସୁବିଧା ସୁଯୋଗ ଦିଆଯାଇପାରିବ ସେଥିପାଇଁ ସେ ପ୍ରତିଶୃତି ଦେଇଥିଲେ |

