ଆଞ୍ଚଳିକ

ଶିଖରଚଣ୍ଡୀ ପାହାଡ଼ର ସବୁଜିକରଣ

Spread the love

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶିଖରଚଣ୍ଡୀ ପାହାଡ଼ରେ 10 ହଜାର ଦେଶୀଗଛ ତଥା 8 ହଜାର ଫୁଲ ଚାରା ଲଗାଯାଇଛି | ଉଦେଶ୍ୟ , ଏହାକୁ ଏକ ସବୁଜ ପାହାଡ଼ରେ ପରିଣତ କରିବା | ଗତ କିଛିଦିନ ହେବ ଏହି ପାହାଡ଼ରେ ଏକ ପାଣି ଟାଙ୍କି ନିର୍ମାଣ ପାଇଁ ଗଛ କଟା ଜୀବା ଅଭିଯୋଗ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା | | ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ବିଡିଏ ପକ୍ଷରୁ ଦିଆଯାଇଥିବା ବନୀକରଣ ପ୍ରତିଶୃତି ମୁତାବକ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Leave a Reply

Your email address will not be published. Required fields are marked *