ପାର୍ଲିଆମେଣ୍ଟର ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନ
ପାର୍ଲିଆମେଣ୍ଟର ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ | ଏହି ଅଧିବେଶନରେ ସରକାରଙ୍କ ପକ୍ଷରୁ 8 ଟି ବିଲ୍ ୱାପସ୍ଥାପିତ କରିବା ପାଇଁ ସରକାର ସୂଚନା ପ୍ରଦାନ ଲକରିଛନ୍ତି| ଆସନ୍ତା କାଲିଠାରୁ ଅଧିବେଶନ ନୂତନ ଲୋକସଭା ଭାବନରେ ଅନୁଷ୍ଠିତ ହେବ| ଏବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲିଆମେଣ୍ଟର ଇତିହାସ ସମ୍ବଳିତ ବକ୍ତବ୍ୟ ରଖିବେ| ବକ୍ତବ୍ୟ ଏକାନ୍ତ ସାକାରାମତଙ୍କ|

