କ୍ରୀଡା

ଆଜି ଭାରତ ଓ ଇଂଲଣ୍ଡ ୱାର୍ମଅଫ୍ ମ୍ୟାଚ୍

Spread the love

ବିଶ୍ବକପ ମ୍ୟାଚ୍‌ ପୂର୍ବରୁ ୨ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ । ଆଜି ଇଂଲଣ୍ଡ ସହ ଖେଳାଯିବ ପ୍ରଥମ ଅଭ୍ୟାସ ମ୍ୟାଚ୍‌ । ଗୌହାଟିରେ ନେଟ୍‌ ପ୍ରାକ୍ଟିସ ମଧ୍ୟ କରିଛି ଟିମ୍‌ ଇଣ୍ଡିଆ । ଘରୋଇ ମାଟିରେ ବିଶ୍ବକପ ଖେଳାଯାଉଥିବାରୁ ଏଥର ପୁଣି ଥରେ ବିଶ୍ବକପ ଜିତିବା ନେଇ ସମସ୍ତଙ୍କର ରହିଛି ଆଶା । ମ୍ୟାଚ୍‌ ଦେଖିବାକୁ ମଧ୍ୟ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମି ।

Leave a Reply

Your email address will not be published. Required fields are marked *