Uncategorizedରାଜ୍ୟ

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସାହିତ୍ୟିକ, ପ୍ରଶାସକ ତଥା ‘ସମୟ’ ଖବର କାଗଜର ମୁଖ୍ୟ ସମ୍ପାଦକ ସାତକଡ଼ି ହୋତା। ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର। ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ବଡ଼ପୁଅ ସଞ୍ଜୀବ ହୋତା ଦେଇଛନ୍ତି ମୁଖାଗ୍ନି।

Spread the love

Leave a Reply

Your email address will not be published. Required fields are marked *