କ୍ରୀଡା

ପ୍ରଥମ ଶ୍ରେଣୀ କ୍ରିକେଟରୁ ବରୁଣ ଆରୋନଙ୍କ ଅବସର ଘୋଷଣା | ରାଜସ୍ଥାନ ବିପକ୍ଷରେ ଜାମସେଦପୁରରେ ଖେଳିବେ ଶେଷ ରଣଜୀ | ୬୫ଟି ମ୍ୟାଚ୍‌ ଖେଳି ୧୬୮ଟି ୱିକେଟ ନେଇଥିଲେ ବରୁଣ | ୬ ଥର ଗୋଟିଏ ମ୍ୟାଚ୍‌ରୁ ୫ ୱିକେଟ ଲେଖାଏଁ ହାସଲ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *