ଆଞ୍ଚଳିକ କଟକ ଚୌଦ୍ବାରରେ ୱେଲସ୍ପୁନ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ୨୩୦ ଏକର ଜମିରେ ହେବ ଟେକ୍ସଟାଇଲ କମ୍ପ୍ଲେକ୍ସ । ପ୍ରକଳ୍ପ ଦ୍ବାରା ପ୍ରାୟ ୧୦ ହଜାର ନିଯୁକ୍ତି ସୃଷ୍ଟି ଆଶା | February 17, 2024 mos live Spread the loveକଟକ ଚୌଦ୍ବାରରେ ୱେଲସ୍ପୁନ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ୨୩୦ ଏକର ଜମିରେ ହେବ ଟେକ୍ସଟାଇଲ କମ୍ପ୍ଲେକ୍ସ । ପ୍ରକଳ୍ପ ଦ୍ବାରା ପ୍ରାୟ ୧୦ ହଜାର ନିଯୁକ୍ତି ସୃଷ୍ଟି ଆଶା |