ନିଳଗିରି: କାଲିଠୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟରେ ଜୋରଦାର କମ୍ବିଂ | ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ପରେ ବିଭାଗର କଡ଼ା ଆଭିମୁଖ୍ୟ | ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ୍ ମିଳିତ କମ୍ବିଂ କରିବେ | ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ | ବନ୍ଧୁକ ସରେଣ୍ଡର କରିବାକୁ ଶିକାରୀଙ୍କୁ ଚେତାବନୀ |