ରାଜ୍ୟ ୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦେଶ March 18, 2024 mos live Spread the love୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦେଶ | ଗୁଜରାଟ, ୟୁପି, ବିହାରର ଗୃହ ସଚିବଙ୍କୁ ହଟାଯିବ | ଝାଡ଼ଖଣ୍ଡ, ହିମାଚଳ ଓ ଉତ୍ତରାଖଣ୍ଡ ପାଇଁ ମଧ୍ୟ ନିର୍ଦେଶ | ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ ହଟାଇବାକୁ ନିର୍ଦେଶ | ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ଆକ୍ସନ |