ରାଜ୍ୟ

ମୟୁରଭଞ୍ଜରେ ବଢୁଛି ଶୀତ

Spread the love

ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିଲା । ଶିମିଳିପାଳର ଚହଲା ଏବଂ ଉପର ବାରା କାମୁଡାରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାର ବନ ବିଭାଗ ପକ୍ଷରୁ ସୂଚନା ।ସକାଳୁ ଶୀତର ପ୍ରକୋପ ବହୁ ମାତ୍ରରେ ଅନୁଭୂତ ହେଉଛି । ସୂର୍ଯ୍ୟକିରଣ ଟାଣ ନହେବା ଯାଏଁ ଲୋକେ ଘରୁ ବାହାରି ପାରୁନାହାନ୍ତି । ସନ୍ଧ୍ୟା ଓ ସକାଳ ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି ।ସକାଳୁ ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡି ପଡୁଥବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *